୨୭ତାରିଖ ସୁଦ୍ଧା ସ୍କୁଲ୍ ଛୁଟି –
୨୭ ତାରିଖ ସୁଦ୍ଧା ସ୍କୁଲ୍ ଛୁଟି ଘୋଷଣା ହୋଇପାରେ କହିଲେ ଗଣଶିକ୍ଷା ମନ୍ତ୍ରୀ-ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ SRCଙ୍କ ସହ ବୈଠକ ବସିଥିଲା-ସାମୂହିକ ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି-ଖୁବଶୀଘ୍ର ସାମୂହିକ ଛୁଟି ଘୋଷଣା କରାଯିବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
