ବିଜେଡିରୁ ଇସ୍ତଫା ଦେବେ ମଣ୍ଡଳ ଦମ୍ପତି

ବିଜେଡିରୁ ଇସ୍ତଫା ଦେବେ ମଣ୍ଡଳ ଦମ୍ପତି-ଭଦ୍ରକରେ ଭୁଶୁଡୁଛି ବିଜେଡି ଗଡ଼,ଆଜି ଇସ୍ତଫା ଦେବେ ମଣ୍ଡଳ ଦମ୍ପତି-ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦେବେ ଇସ୍ତଫା-ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେଡି ନେତା ଶଶି ସାହୁ ଦେବେ ଇସ୍ତଫା-ସିମୁଳିଆ ବିଧାୟିକା ପ୍ରାର୍ଥିନୀ ସୁବାସିନୀ ସାହୁ ମଧ୍ୟ ଛାଡ଼ିବେ ଦଳ-ଅନେକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଇସ୍ତଫା ଦେବେ-ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିଲେ ମଣ୍ଡଳ ଦମ୍ପତି

Leave a Reply

Your email address will not be published. Required fields are marked *