ପାକ୍ରେ ଇରାନ ପ୍ରତିନିଧି ଦଳ-
ପାକ୍ରେ ଇରାନ ପ୍ରତିନିଧି ଦଳ-ଖୁବଶୀଘ୍ର ଇରାନ-ଆମେରିକା ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ବୈଠକ-ପାକିସ୍ତାନରେ ଇରାନ ବୈଦେଶିକ ମନ୍ତ୍ରୀ ଆରାଘଚି ଓ ଟିମ୍-ଆମେରିକା ସହ ସିଧା ଆଲୋଚନା କରିବନି କହିଲା ଇରାନ-ଇରାନ-ଆମେରିକା ପରୋକ୍ଷ ଆଲୋଚନା ହୋଇପାରେ