କଂଗ୍ରେସ ନେତା ଭାବେ CMଙ୍କୁ ଭେଟିଲି:

କଂଗ୍ରେସ ନେତା ଭାବେ CMଙ୍କୁ ଭେଟିଲି: ନରସିଂହ-ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା-ମୁଁ ଲୋକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲି’-କଂଗ୍ରେସ ନେତା ଭାବେ ଲୋକଙ୍କ ସମସ୍ୟା ନେଇ ଦେଖା କରିବାକୁ ଆସିଥିଲି-କଂଗ୍ରେସ ଜିଲ୍ଲା ସଭାପତି ଅନିଲ ମେହେରଙ୍କୁ ଅଟକ ନେଇ ମତ ରଖିଲେ-ତାଙ୍କ ପାଖରେ ତ ଲୋକ ନାହାନ୍ତି, କାହିଁକି ଅଟକ ରଖିଲେ-ବୋଧହୁଏ ପୋଲିସ ଗୁଇନ୍ଦା ରିପୋର୍ଟ ଫେଲ୍‌ ମାରିଛି- ନରସିଂହ ମିଶ୍ର

Leave a Reply

Your email address will not be published. Required fields are marked *