ତେହରାନ୍ରୁ ଉଡ଼ିଲା ବିମାନ
ତେହରାନ୍ରୁ ଉଡ଼ିଲା ବିମାନ-ଦୁଇ ମାସର ବ୍ୟବଧାନ ପରେ ତେହରାନ୍ରୁ ଉଡ଼ିଲା କମର୍ସିଆଲ୍ ବିମାନ-ଇସ୍ତାନବୁଲ୍, ମସ୍କାଟ, ମଦିନାକୁ ଉଡ଼ିଲା କମର୍ସିଆଲ୍ ବିମାନ-ଫ୍ଲାଇଟ୍ ଟ୍ରାକିଂ ଡାଟାରୁ ସ୍ପଷ୍ଟ ହେଲା ତେହରାନରୁ ଉଡ଼ାଣ-ଯୁଦ୍ଧବିରତି ଭିତରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା
