ଆପ୍‌କୁ ଦୋଷ ଦେଲେ ଅନ୍ନା

ଆପ୍‌କୁ ଦୋଷ ଦେଲେ ଅନ୍ନା-‘ଆପ୍‌’ର ୭ ସାଂସଦ ଦଳ ଛାଡ଼ିବା ନେଇ ଅନ୍ନା ହାଜାରେଙ୍କ ପ୍ରତିକ୍ରିୟା-ଆପ୍‌ ସଠିକ୍‌ ବାଟରେ ଥିଲେ ସେମାନେ ଦଳ ଛାଡ଼ି ନ ଥାନ୍ତେ-ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କର କହିବାର ଅଧିକାର ରହିଛି-ସେମାନେ କିଛି ସମସ୍ୟାକୁ ସାମ୍ନା କରିବାରୁ ଦଳ ଛାଡ଼ିଲେ-ଆପ୍‌ ଠିକ୍‌ ବାଟରେ ଯାଇଥିଲେ, ହୁଏତ ସେମାନେ ଦଳ ଛାଡ଼ି ନ ଥାନ୍ତେ

Leave a Reply

Your email address will not be published. Required fields are marked *