ଯୁକ୍ତ ଦୁଇରେ ନାଳନ୍ଧା ଶ୍ରୀ ହା ଏର ସେକେଣ୍ଡାରୀ ସ୍କୁଲ ର ସଫଳତା
ଯୁକ୍ତ ଦୁଇରେ ନାଳନ୍ଧା ଶ୍ରୀ ହା ଏର ସେକେଣ୍ଡାରୀ ସ୍କୁଲ ର ସଫଳତା ବ୍ରହ୍ମପୁର :ଗଞ୍ଜାମ ସ୍ଥାନୀୟ ଜୟପ୍ରକାଶ ନଗର ଦ୍ୱତୀୟ ଲାଇନ ସ୍ଥିତି ନାଲନ୍ଧା ଶ୍ରୀ ସେକେଣ୍ଡାରୀ ସ୍କୁଲରେ ଚଳିତ ବର୍ଷ ର ବିଜ୍ଞାନ ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଅନୁଷ୍ଠାନ ର ବିଦ୍ୟାର୍ଥୀ ମାନେ l ଶତପ୍ରତିଶତ ଉର୍ତିର୍ଣ୍ଣ ହେବା ସହିତ ୭୫ ଜଣ ଛାତ୍ର ଛାତ୍ରୀ ଏ ୧ରଖିଛନ୍ତି ସେମାନଙ୍କ ମଧ୍ୟରୁ ଦୁର୍ଗା ମାଧବ ବାରିକ ୫୯୬ (୯୯ ୩୩) ରାଜ୍ୟସ୍ତର ରେ କୃତିତ ହାସଲ କରିଛନ୍ତି l ସେହି ଭଳି ସୁଶ୍ରୀ ଖୁସି ରଣା ୫୮୫(୯୭.୮୩) ଏବଂ ଶୁଭମ ପାତ୍ର ୫୮୫ (୯୭. ୫)ରଖି ଯଥା କ୍ରମେ ଦ୍ୱତୀୟ ଓ ତୁତୀୟ ସ୍ଥାନ ଲାଭ କରିଛନ୍ତି l ସମଗ୍ର ଓଡିଶା ରେ ପ୍ରଥମ ତିନି ଜଣ ମଧ୍ୟରୁ ପାଇଛି l ଦୁର୍ଗା ମାଧବ ନିଜର ସଫଳତାର ଶ୍ରେୟ ନିଜ ପିତା ମାତା ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଙ୍କୁ ଦେଇଥିବା ବେଳେ ଭବିଷତରେ ଭଲ ଇଞ୍ଜିନିଅର ଭାବେ ନିଜକୁ ଗଢି ତୋଳିବେ ବୋଲି ନିଜ ପ୍ରତିକ୍ରିରିୟା ପ୍ରକାଶ କରିଛନ୍ତି l ଏ ଅବସରରେ ଆୟୋଜିତ ଉତ୍ସବ ରେ +୨ବିଜ୍ଞାନ ଉକ୍ରର୍ଶ ସମ୍ମାନ ରେ ସଂମ୍ମାନିତ କରିବା ସାଙ୍ଗକୁ ଅନୁଷ୍ଠାନ r ଅଧକ୍ଷ ତଥା ପ୍ରତିଷ୍ଠାତା କାଳୀ ଚରଣ ସାହୁ ଉର୍ତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଉଜ୍ୱଳ ଭବିଷ୍ୟ କାମନା କରିବା ସାଙ୍ଗକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାନପ କରିଥିଲେ l
