ବେଙ୍ଗଲୁରରେ କାନ୍ଥ ଭୁଶୁଡ଼ି ୭ ମୃତ l
ବେଙ୍ଗଲୁରରେ କାନ୍ଥ ଭୁଶୁଡ଼ି ୭ ମୃତ l ବେଙ୍ଗାଳୁରୁରେ କାନ୍ଥ ଭୁଶିଡ଼ି ୭ ଜଣଙ୍କ ମୃତ୍ୟୁ…..ଲେଡି କର୍ଜନ ହସ୍ପିଟାଲ ନିକଟରେ ଭୁଶୁଡ଼ିଲା ପାଚେରୀ କାନ୍ଥ….. ୩ ଜଣ ଶିଶୁଙ୍କ ସମେତ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ….ପବନ ଓ ବର୍ଷା ହେବାରୁ ଲୋକେ କାନ୍ଥ ତଳେ ଆଶ୍ରୟ ନେଇଥିଲେ….
