ମା ପାଖରୁ ୨ମାସର ଶିଶୁକୁ ଚୋରି
ମା ପାଖରୁ ୨ମାସର ଶିଶୁକୁ ଚୋରି -ସୋରରେ ମା’ ପାଖରୁ ୨ ମାସର ଶିଶୁପୁତ୍ରକୁ ଚୋରି ଅଭିଯୋଗ-ଚମ୍ପୁ ଛକ ନିକଟରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରୁ ଶିଶୁ ଚୋରି-ଶାଢ଼ୀରେ ଝୁଲଣା କରି ଶିଶୁପୁତ୍ରକୁ ଶୁଆଇଥିଲା ମା’-ଇଟା ଖାଲି କରିବାକୁ ଯାଇଥିବା ବେଳେ ଶିଶୁ ଚୋରି ଅଭିଯୋଗ
