ଦିଲ୍ଲୀପ_ଘୋଡ଼ାମାନଙ୍କୁ_ଦାନା_ଦେଉଛନ୍ତି

ଦିଲ୍ଲୀପ_ଘୋଡ଼ାମାନଙ୍କୁ_ଦାନା_ଦେଉଛନ୍ତି- ସାରଦା-କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କୁ ଦିଲ୍ଲୀପ ରାୟ ଭେଟିବା ଘଟଣା-ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେଡି ବିଧାୟକ ସାରଦା ଜେନା-ଆମେ ଯାହା ପୂର୍ବରୁ ଅଭିଯୋଗ କରିଥିଲୁ ତାହା ସତ ହେଲା-ଘୋଡ଼ାମାନଙ୍କୁ କୃତଜ୍ଞତା ଜଣାଉନ୍ତି ଓ ମଝିରେ ମଝିରେ ଦାନା ଦେଉଛନ୍ତି-ସେମାନେ ବିଜେପି ଲିଙ୍କ୍‌ରେ ଅଛନ୍ତି, ବିଜେଡି ପାଇଁ କିଛି କ୍ଷତି ହେବନି

Leave a Reply

Your email address will not be published. Required fields are marked *