କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର l
କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର l ରାଜଧାନୀର ଏକ ଇଞ୍ଜନିୟରିଂ କଲେଜରେ ଛାତ୍ର ମୃତ୍ୟୁରୁ ଉତ୍ତେଜନା……ମୃତ ଛାତ୍ର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ବିଶ୍ୱାସ ସ୍ୱାଇଁ……ହଷ୍ଟେଲ ରୁମ୍ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା…..ମାନସିକ ନିର୍ଯାତନା ଅଭିଯୋଗ ଆଣି କ୍ୟାମ୍ପସରେ ଛାତ୍ରଙ୍କ ହୋ-ହାଲ୍ଲା…..ଟଣାସ୍ଥଳରେ ଭୁବନେଶ୍ୱର ଡିସିପି,ଏସିପି ଓ ଆଇଆଇସିଙ୍କ ସମେତ ପୋଲିସ ଫୋର୍ସ ମୁତୟନ…..କିଛି ଛାତ୍ରଙ୍କୁ ଅଟକ ରଖି ଇନ୍ଫୋସିଟି ଥାନା ପୋଲିସର ପଚରାଉଚରା ଜାରି…..କ୍ୟାମ୍ପସରେ ଉତ୍ତେଜନା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…..
