ଏସି ବିସ୍ଫୋରଣରୁ ଅଗ୍ନିକାଣ୍ଡ :
ଏସି ବିସ୍ଫୋରଣରୁ ଅଗ୍ନିକାଣ୍ଡ : ୯ମୃତନୂଆଦିଲ୍ଲୀ ଶାହଦରା ବିବେକନଗର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ-ଏସି ବିସ୍ଫୋରଣ ପରେ ୪ ମହଲା ଘରେ ଲାଗିଲା ନିଆଁ-୯ ଜଣଙ୍କ ମୃତ୍ୟୁ ଓ ୪ ଜଣ ଗୁରୁତର-୧୫ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ-ଉଦ୍ଧାର କାର୍ଯ୍ୟ ଜାରି,ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା
