NH ପାର୍ଶ୍ବରୁ ହଟିବ ବେଆଇନ ଢାବା ଦୋକାନ ହଟିବ l
NH ପାର୍ଶ୍ବରେ ଥିବା ବେଆଇନ ଢାବା, ଦୋକାନ…..ସଡ଼କ ସୁରକ୍ଷା ରୋକିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦେଶ……୬୦ ଦିନ ଭିତରେ ଅବୈଧ ଢାବା, ଦୋକାନ ହଟାଇବାକୁ ନିର୍ଦ୍ଦେଶ……ନିର୍ଦେଶ ପାଳିବାକୁ ଜିଲ୍ଲାପାଳଙ୍କୁ ପରିବହନ ବିଭାଗର ଚିଠି…..ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଓଡ଼ିଶା ସରକାର ଆଲର୍ଟ…..ପୁଲିସ, ପ୍ରଶାସନ ଓ NHAI ମଧ୍ୟରେ ସମନ୍ବୟ ବଢ଼ାଯିବ..
