ତୁମୁଡ଼ିବନ୍ଧରେ ବନ୍ଧୁକ କାରଖାନା ଠାବ

ତୁମୁଡ଼ିବନ୍ଧରେ ବନ୍ଧୁକ କାରଖାନା ଠାବ-କନ୍ଧମାଳ ତୁମୁଡ଼ିବନ୍ଧ ଥାନାଞ୍ଚଳରେ ବନ୍ଧୁକ କାରଖାନା ଠାବ,ଜଣେ ଗିରଫ-ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କଲା ପୋଲିସ-ଘଟଣାସ୍ଥଳରୁ ୩ ଦେଶୀ ବନ୍ଧୁକ, ୨ ଲୁହା ବ୍ୟାରେଲ, ୪ ଟ୍ରିଗର ଜବତ-ବିଦ୍ୟୁତ ଡ୍ରିଲ ମେସିନ, କଟର ମେସିନ ଆଦି ଅନ୍ୟାନ୍ୟ ଯନ୍ତ୍ରପାତି ଜବତ l

Leave a Reply

Your email address will not be published. Required fields are marked *