ଆମେରିକୀୟ ବିମାନ ନିଖୋଜ-
ଆମେରିକୀୟ ବିମାନ ନିଖୋଜ-ଷ୍ଟ୍ରେଟ୍ ଅଫ ହର୍ମୁଜ ଉପରୁ ଆମେରିକୀୟ ବିମାନ ନିଖୋଜ-ଫ୍ଲାଇଙ୍ଗ ଗ୍ୟାସ ଷ୍ଟେସନ ଭାବେ ପରିଚିତ kc-135 ବିମାନ ନିଖୋଜ-କାତାର ନିକଟସ୍ଥ ଏକ ରାଡାରରେ ଶେଷ ଥର ପାଇଁ ଦେଖା ଦେଇଥିଲା-ଏମର୍ଜେନ୍ସି ସିଗନାଲ ଦେବା ପରେ ବିମାନଟି ନିଖୋଜ ରହିଛି-ଏକ ମିଲିଟାରୀ ବେସ ଆଡକୁ ଯାଉଥିବା ସମୟରେ ନିଖୋଜ ସୂଚନା
