ବଙ୍ଗଳା_ବିଜୟ
ମୋଦିଙ୍କୁ_ଟ୍ରମ୍ପଙ୍କ_ଅଭିନନ୍ଦନପଶ୍ଚିମବଙ୍ଗରେ ବିଜେପିର ପ୍ରଚଣ୍ଡ ବିଜୟ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି…..ବିଜେପି ୨୦୭ ସିଟ୍ରେ ଜିତି ମମତାଙ୍କ TMCକୁ ସତ୍ତାରୁ ବେଦଖଲ କରିଛି…….ବିଜେପିର ବିଜୟ ଲାଗି ରାଷ୍ଟ୍ରପତି ଟ୍ରମ୍ପ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି…….ଟ୍ରମ୍ପଙ୍କ ଅଭିନନ୍ଦନ ନେଇ ହ୍ବାଇଟ୍ ହାଉସ୍ର ପ୍ରବକ୍ତା କୁଶ ଦେଶାଇ ସୂଚନା ଦେଇଛନ୍ତି……ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଐତିହାସିକ ଓ ନିର୍ଣ୍ଣାୟକ ବିଜୟ ଲାଗି ବଧାଇ ଜଣାଇଛନ୍ତି……
