ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି -ନିର୍ଯାତନା ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା-ସର୍ବସାଧାରଣରେ ମରଣାନ୍ତକ ଆକ୍ରମଣ,ମିଛ ମାମଲାରେ ଜେଲ୍ ଯାଇଛି-ମହିଳା ଜନପ୍ରତିନିଧି ଭାବେ ସମ୍ମାନ ଓ ସ୍ବାଭିମାନ ପାଇଁ ପ୍ରାର୍ଥନା କରୁଛି ଲେଖିଲେ-ନିରପେକ୍ଷ, କେନ୍ଦ୍ରୀୟ ସଂସ୍ଥା ବା ନ୍ୟାୟିକ ତଦନ୍ତ ପାଇଁ ଦାବି ଜଣାଇଲେ
