ଚାମେଲିଙ୍କ ଅଭିଯୋଗର ତଦନ୍ତ ହେବ
ଚାମେଲିଙ୍କ ଅଭିଯୋଗର ତଦନ୍ତ ହେବ: #ଜିଲ୍ଲାପାଳ-ସରପଞ୍ଚ ଚାମେଲି ଓଝାଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସୂଚନା-ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ସିଡିଏମ୍ଓ କହିଛନ୍ତି’-ହସ୍ପିଟାଲ୍ରୁ ଡିସଚାର୍ଜ ହେଲା ପରେ ତାଙ୍କର ଷ୍ଟେଟମେଣ୍ଟ ରେକର୍ଡ କରାଯିବ-ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ତଦନ୍ତ କରାଯିବ-ତଦନ୍ତ କରି ସାରିବା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ
