ଆମେରିକା ଇରାନ୍‌ ଯୁଦ୍ଧ ଶେଷ

ଆମେରିକା ଇରାନ୍‌ ଯୁଦ୍ଧ ଶେଷ-ଆମେରିକା-ଇରାନ୍‌ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ-ଡିଜିଟାଲ୍‌ ସ୍ୱାକ୍ଷର କଲେ ଉଭୟ ଦେଶର ରାଷ୍ଟ୍ରପତି-ଡୋନାଲ୍ଡ ଟ୍ରମ୍ପ ଓ ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଚୁକ୍ତି-ଯୁଦ୍ଧ ଶେଷ ଓ ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଏମ୍‌ଓୟୁ-ଇରାନ୍‌ର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ଲାଗିଲା ରୋକ୍-ଚୁକ୍ତି ଗୁରୁତ୍ୱପୂର୍ଣ୍ଣ କହିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ-ଏବେ ସାରାବିଶ୍ୱରେ ଶକ୍ତି ସଂକଟ ଦୂର ହେବ: ମାକ୍ରନ-ଖୁବ୍‌ ଶୀଘ୍ର ୨ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ନିଷ୍ପତ୍ତି

Leave a Reply

Your email address will not be published. Required fields are marked *