ଶରଣକୁଳ ଆଇଆଇସିଙ୍କ ବଦଳି

ଶରଣକୁଳ ଆଇଆଇସିଙ୍କ ବଦଳି-ଭୁବନେଶ୍ୱର: ଶରଣକୁଳ ଆଇଆଇସି ସୁଜିତ ଦାସଙ୍କୁ ବଦଳି-ରାଜ୍ୟ ପୋଲିସ୍‌ ମୁଖ୍ୟାଳୟ ତରଫରୁ ବଦଳି ନିର୍ଦ୍ଦେଶ-ଶରଣକୁଳ ଥାନାରୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି-ମହିଳାଙ୍କୁ ଆଇଆଇସି ପ୍ରେମ ନିବେଦନ କରିଥିବା ଅଭିଯୋଗ-ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସହ ବଦଳି-ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ବଦଳି

Leave a Reply

Your email address will not be published. Required fields are marked *