କମିଲା ଅଶୋଧିତ ତେଲ ଦର-
କମିଲା ଅଶୋଧିତ ତେଲ ଦର-ଆମେରିକା-ଇରାନ୍ ଯୁଦ୍ଧ ବନ୍ଦ ଚୁକ୍ତି-୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ ପରେ କମିଲା ଅଶୋଧିତ ତେଲ ଦର-ଯୁଦ୍ଧ ଶେଷ ଓ ହର୍ମୁଜ୍ ଖୋଲିବା ନେଇ ଏମ୍ଓୟୁ ସ୍ୱାକ୍ଷର -ବିଶ୍ୱ ବଜାରରେ ବ୍ୟାରେଲ୍ ପିଛା ୧.୧୨% ହ୍ରାସ, ହେଲା ୭୮.୬୬ ଡଲାର୍
