ମାସ ଶେଷ ଆଡ଼କୁ ଲଘୁଚାପ
ମାସ ଶେଷ ଆଡ଼କୁ ଲଘୁଚାପ!-ଆସନ୍ତା ୨୪-୨୫ ତାରିଖ ଆଡ଼କୁ ଲଘୁଚାପ ସମ୍ଭାବନା-ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ଆଶଙ୍କା-୨୦୨୬ ମୌସୁମୀ ଋତୁର ପ୍ରଥମ ଲଘୁଚାପ କହିଲେ ପାଣିପାଗ ବିଜ୍ଞାନୀ-ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ଆକଳନ
