ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ

ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ-ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣା-ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ-ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିଲା-୮ ବିଧାୟକଙ୍କ ବିରୋଧରେ କ୍ରସ ଭୋଟିଂ ଅଭିଯୋଗ ଆଣିଥିଲା ବିଜେଡି-ସଂପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଥିଲା

ବିଜେଡି-ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକସନାତନ ମହାକୁଡ଼, ଚକ୍ରମଣି କହଁର, ସୁବାସିନୀ ଜେନା,ସୌଭିକ୍ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ କରିଥିଲେ କ୍ରସ୍ ଭୋଟିଂ-ସମ୍ପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଥିଲା BJD

Leave a Reply

Your email address will not be published. Required fields are marked *