ଧାର୍ଯ୍ୟ ସମୟରେ ସତ୍ୟପାଠ ଦାଖଲ_SOP

ଧାର୍ଯ୍ୟ ସମୟରେ ସତ୍ୟପାଠ ଦାଖଲ_SOP-ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ-ନିର୍ଦ୍ଧାରିତ ସମୟରେ କୋର୍ଟ ଓ ଟ୍ରିବ୍ୟୁନାଲରେ ସତ୍ୟପାଠ ଦାଖଲ ହେବ-ଏ ନେଇ ବିଭାଗୀୟ ଅଧିକାରୀଙ୍କ ପାଇଁ ଜାରି ହେଲା SOP -ନିର୍ଦ୍ଦିଷ୍ଟ ସମୟରେ ସତ୍ୟପାଠ ଦାଖଲ ହେଉନଥିବା ସରକାରଙ୍କ ନଜରକୁ ଆସିଛି-ବହୁ ମାମଲାରେ ସୁପ୍ରିମକୋର୍ଟ, ହାଇକୋର୍ଟ, ଟ୍ରିବ୍ୟୁନାଲରେ ଦାଖଲ ହେଉନି-ସରକାରୀ ମାମଲା ସମ୍ପର୍କିତ ସତ୍ୟପାଠ ସମୟ ମଧ୍ୟରେ ଦାଖଲ ପାଇଁ SOP

Leave a Reply

Your email address will not be published. Required fields are marked *