କଂଗ୍ରେସର ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ
କଂଗ୍ରେସର ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ-କଂଗ୍ରେସର ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି-୩ ବିଧାୟକଙ୍କ ସଦସ୍ୟତା ପଦ ରଦ୍ଦ ପାଇଁ ଆବେଦନ କରିଥିଲା କଂଗ୍ରେସ-ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୩ ବିଧାୟକ କ୍ରସ ଭୋଟିଂ କରିଥିଲେ-ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା,ଦାଶରଥୀ ଗମାଙ୍ଗ କ୍ରସ ଭୋଟିଂ କରିଥିଲେ
