ବିଜେଡି ସଂଗଠନ ଅବସ୍ଥା ଠିକ୍ ନାହିଁ – ଅରବିନ୍ଦ
ବିଜେଡି ସଂଗଠନ ଅବସ୍ଥା ଠିକ୍ ନାହିଁ – ଅରବିନ୍ଦ-ବିଜେଡି ପିଟିସନ ଖାରଜ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା-ଏହା ବିଜେଡିର ମୁର୍ଖାମୀ ଥିଲା,ବାଚସ୍ପତି ସଠିକ୍ ପଦକ୍ଷେପ ନେଇଛନ୍ତି-ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ କାମ କରେନି-ଆଇନ ଅନୁସାରେ କ୍ରସ୍ ଭୋଟିଂ କଲେ ସଭ୍ୟପଦ ଯାଏ ନାହିଁ-ଚର୍ଚ୍ଚାରେ ରହିବାକୁ ଏଭଳି କରିଛି ବିଜେଡି – ଅରବିନ୍ଦ-ବିଜେଡି ଏବେ ମୁର୍ଖଙ୍କ ଦ୍ୱାରା ପରିଚାଳିତ ହେଉଛି,ସଂଗଠନ ଅବସ୍ଥା ଠିକ୍ ନାହିଁ-ବିଧାୟକ ଓ ସାଂସଦଙ୍କ ସଂଖ୍ୟା କମି କମି ଯାଉଛି,ଆଗକୁ ଆହୁରି ଛାଡ଼ିବେ-ଏପର୍ଯ୍ୟନ୍ତ ବାଚସ୍ପତିଙ୍କ ପକ୍ଷରୁ କୌଣସି ଲେଟର ପାଇନାହିଁ
