ମିଳିଲା ଏପ୍ରିଲ୍ ଓ ମେ ମାସର ଭତ୍ତା-
ମିଳିଲା_ଏପ୍ରିଲ୍_ଓ_ମେ_ମାସର_ଭତ୍ତା-ହିତାଧିକାରୀଙ୍କୁ ମିଳିଲା ଏପ୍ରିଲ୍ ଓ ମେ’ ମାସର ଭତ୍ତା-ମୋଟ ୧୯,୨୨,୫୨୫ ଜଣଙ୍କ ମଧ୍ୟରୁ ୧୭,୬୦,୪୩୫ ଜଣଙ୍କୁ ମିଳିଲା -୧୭ ଲକ୍ଷ ୬୦ ହଜାର ୪୩୫ ଲାଭାର୍ଥୀଙ୍କୁ ମିଳିଲା ଭତ୍ତା-୯୧.୫% ଲାଭାର୍ଥୀଙ୍କୁ ଭତ୍ତା ମିଳିଥିବା ନେଇ ସୂଚନା-ଜୁନ୍ ମାସର ପେନସନ୍ ପ୍ରଦାନ ପ୍ରକ୍ରିୟା ଜାରି ରହିଛି-ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସୂଚନା-ଠିକ୍ ସମୟରେ ପେନସନ୍ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ
