B.Ed କରାଇଦେବା ନାଁରେ ବଡ଼ ଠକେଇ-

ନବରଙ୍ଗପୁର ଉମରକୋଟରେ B.Ed କରାଇଦେବା ନାଁରେ ବଡ଼ ଠକେଇ -B.Edରେ ନାମଲେଖାଇ ପାସ୍‌ର ପ୍ରଲୋଭନ ଦେଇ ଛାତ୍ରଛାତ୍ରୀଙ୍କୁ ଠକେଇ-ଅଭିଯୁକ୍ତ ରମାକାନ୍ତ ବେହେରାକୁ ବାନ୍ଧିଲା ଉମରକୋଟ ଥାନା ପୋଲିସ -ଅଭିଯୁକ୍ତଠାରୁ ବିଭିନ୍ନ ନକଲି ଦସ୍ତାବିଜ୍ ଓ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଜବତ

Leave a Reply

Your email address will not be published. Required fields are marked *