UG ମେରିଟ୍ ଲିଷ୍ଟରେ ରେଭେନ୍ସା ଆଗରେ-ପ୍ରକାଶ ପାଇଲା
UG ମେରିଟ୍ ଲିଷ୍ଟରେ ରେଭେନ୍ସା ଆଗରେ-ପ୍ରକାଶ ପାଇଲା l UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ-ଅଧିକାଂଶ ଷ୍ଟ୍ରିମ୍ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ-ରେଭେନ୍ସାରେ କଳା (ରାଜନୀତି ବିଜ୍ଞାନ) କଟ୍-ଅଫ୍ ୯୪.୫୦%-ଫିଜିକ୍ସ- ୯୬.୫୦%, ଜୁଲୋଜି- ୯୪.୮୩%-ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ, କଟ୍-ଅଫ୍ ୮୯.୧୭%-ସେଲ୍ଫ ଫାଇନାନ୍ସିଂ ଷ୍ଟ୍ରିମ୍ରେ ବିଜେବି ଆଗରେ-ବିଜେବିରେ କମ୍ପ୍ୟୁଟର ସାଇନ୍ସ କଟ୍-ଅଫ୍ ୯୨%-MS ଆଇନ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ B.A.LLB କଟ୍ ଅଫ୍ ୮୯.୪୦%-ଶାସ୍ତ୍ରୀ ଷ୍ଟ୍ରିମ୍ରେ ଗଡ଼ବିଷ୍ଣୁପୁର ସଂସ୍କୃତ ଡିଗ୍ରୀ କଲେଜ କଟ୍-ଅଫ୍ ୬୭.୫୭%
