ମହଜୁଦ ଅଛି ସାର ହେବନି ଅଭାବ

ମହଜୁଦ ଅଛି ସାର ହେବନି ଅଭାବ : ମନ୍ତ୍ରୀ-ଏବର୍ଷ ସାର ଯୋଗାଣରେ କୌଣସି ଅସୁବିଧା ହେବନି କହିଲେ ସମବାୟ ମନ୍ତ୍ରୀ-ମହଜୁଦ ଅଛି ସାର,ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର-ଗତଥର କଳାବଜାର ହୋଇନଥିଲା,ଅତ୍ୟଧିକ ଚାଷ ପାଇଁ ଅଭାବ ରହିଲା-ଇନପୁଟ ସହାୟତା ସରକାର ଦେବା ପରେ ଗୋଚର ଜମିରେ ଚାଷ କରିଥିଲେ ଚାଷୀ

Leave a Reply

Your email address will not be published. Required fields are marked *