ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କୁ ଭେଟିଥିଲେ ଭୀମସେନ-

ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କୁ ଭେଟିଥିଲେ ଭୀମସେନ-କଟକରେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା ସରିଲା ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କ ୨ ଦିନିଆ ରିମାଣ୍ଡ-ଭୀମସେନଙ୍କ ବିରୋଧରେ BNS ଧାରା ୬୯ ଲଗାଇଲା ପୋଲିସ-ଜେରା ବେଳେ ଭୀମସେନଙ୍କ ଠାରୁ ବହୁ ସୁରାକ ପାଇଛି ପୋଲିସ-ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଶେଷ ଦେଖା ହୋଇଥିଲା-ଭୁବନେଶ୍ୱରରେ ରହିବା ସମୟରେ ଚନ୍ଦ୍ରିକାଙ୍କୁ ଭେଟିଥିଲେ ଭୀମସେନ୍‌-ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ସ୍ୱୀକାର କରିଛି ଭୀମସେନ

Leave a Reply

Your email address will not be published. Required fields are marked *