LED ଦୁର୍ନୀତି କରି ୩ ଗିରଫ
LED ଦୁର୍ନୀତି କରି ୩ ଗିରଫ-LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି; ୩ ଗିରଫ-୩ଟି ସଂସ୍ଥାର ୩ ଠିକାଦାର ଭିଜିଲାନ୍ସ ଦ୍ବାରା ଗିରଫ-ଗିରିଜା ଶଙ୍କର ଦାଶ, ଧରଣୀଧର ସାହୁ, ବିଭୂତି ରଂଜନ ବିଶ୍ବାଳ ଗିରଫ-ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ଗିରଫ-୨୦୨୧-୨୩ରେ ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ ଦୁର୍ନୀତି-କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍
