ପୀତବାସ_ପଣ୍ଡା_ହତ୍ୟା_ମାମଲାରେ_ଫାଇନାଲ୍_ଚାର୍ଜସିଟ୍_ଦାଖଲ
ପୀତବାସ_ପଣ୍ଡା_ହତ୍ୟା_ମାମଲାରେ_ଫାଇନାଲ୍_ଚାର୍ଜସିଟ୍_ଦାଖଲ – ୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ୍ ଦାଖଲ କଲା ପୋଲିସ – ପୂର୍ବରୁ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା – ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଅଭିଯୁକ୍ତ l
