ଠକେଇ_ମାମଲାରେ_ବ୍ୟାଙ୍କ ଅଧିକାରୀ_ଗିରଫ
ଠକେଇ_ମାମଲାରେ_ବ୍ୟାଙ୍କ_ଅଧିକାରୀ_ଗିରଫ-ଏକ ବ୍ୟାଙ୍କ ଠକେଇ ମାମଲାରେ EOWର ବଡ଼ କାର୍ଯ୍ୟାନୁଷ୍ଠାନ-ଠକେଇ ମାମଲାରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବାନ୍ଧିଲା EOW-ଗିରଫ ବ୍ୟାଙ୍କ ଅଧିକାରୀ UCO ବ୍ୟାଙ୍କର ପୂର୍ବତନ ଅଧିକାରୀ-UCO ବ୍ୟାଙ୍କ ଓଲ୍ଡ ସେକ୍ରେଟାରିଏଟ୍ ଶାଖାର ପୂର୍ବତନ ବ୍ରାଞ୍ଚ ହେଡ୍-ପୂର୍ବତନ ବ୍ରାଞ୍ଚ ହେଡ୍ ଶିବପ୍ରସାଦ ଦାସଙ୍କୁ ଗିରଫ କଲା EOW-ଅଭିଯୁକ୍ତ ଶିବପ୍ରସାଦ ଦାସ କଟକର ତ୍ରିଶୂଳିଆ ଅଞ୍ଚଳରୁ ଗିରଫ l
