ଦିଲ୍ଲୀରେ_ଭୁଶୁଡ଼ିଲା_କୋଠା
#ଦିଲ୍ଲୀରେ_ଭୁଶୁଡ଼ିଲା_କୋଠା
-ଜଣଙ୍କୁ ଉଦ୍ଧାର କରାଗଲା,ଏକାଧିକ ଲୋକ ଫସି ରହିଥିବା ଆଶଙ୍କା
-ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟନିକେତନରେ କୋଠା ଭୁଶୁଡ଼ିଲା
-ଧ୍ୱଂସାବଶେଷ ତଳୁ ଏପର୍ଯ୍ୟନ୍ତ ଜଣଙ୍କୁ ଉଦ୍ଧାର କରାଯାଇଛି
-ଜୀବିତ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି
-ଅପରାହ୍ନ ପ୍ରାୟ ୧:୩୦ ସମୟରେ ଏହି ଅଘଟଣ ଘଟିଥିବା ସୂଚନା
