କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ପ୍ୟାରିସରେ ଆୟୋଜିତ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ପ୍ୟାରିସରେ ଆୟୋଜିତ ଇଣ୍ଡିଆ-ଫ୍ରାନ୍ସ ବିଜିନେସ ରାଉଣ୍ଡ ଟେବୁଲ ବୈଠକରେ ଭାଗ ନେଇଛନ୍ତି । 💠ଏହି ଅବସରରେ ସେ ଫ୍ରାନ୍ସର ବିଭିନ୍ନ କଂପାନୀ ଏବଂ ନିବେଶକମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । 💠ଭାରତର ବିକଶିତ ଭାରତ ୨୦୪୭ ଯାତ୍ରାରେ ସାମିଲ ହେବା ପାଇଁ ସେ ଆମନ୍ତ୍ରଣ କରିଛନ୍ତି |

Leave a Reply

Your email address will not be published. Required fields are marked *