୨୩_ବର୍ଷ_ପରେ_୧୪_ଦୋଷୀ ସାବ୍ୟସ୍ତ

୨୩_ବର୍ଷ_ପରେ_୧୪_ଦୋଷୀ_ସାବ୍ୟସ୍ତ-ଝାରସୁଗୁଡ଼ାରେ ଦୀର୍ଘ ୨୩ ବର୍ଷ ପରେ ୨୦୦୩ ମାମଲାରେ ମିଳିଲା ନ୍ୟାୟ-ଲାଇକେରା ଅଞ୍ଚଳର ଏକ ସମ୍ବେଦନଶୀଳ ମାମଲାରେ ୧୪ ଦୋଷୀ ସାବ୍ୟସ୍ତ-ଝାରସୁଗୁଡ଼ା ସିନିୟର ସିଭିଲ୍ ଜଜ୍ (ଓମେନ୍ସ କୋର୍ଟ) କମ୍ ଜେଏମଏଫସିଙ୍କ ରାୟ-୨ ଜଣଙ୍କୁ ଅଟକ ରଖି ମାଡ଼ ଓ ଗାଁରେ ଉଲଗ୍ନ କରି ବୁଲାଇବା ମାମଲାରେ ଦୋଷୀ ସାବ୍ୟସ୍ତ

Leave a Reply

Your email address will not be published. Required fields are marked *