ସୁଜାତା_BJD_କର୍ମୀଙ୍କ_ପାଇଁ_ଗୁରୁତ୍ୱ_ନୁହଁନ୍ତି

ସୁଜାତା_BJD_କର୍ମୀଙ୍କ_ପାଇଁ_ଗୁରୁତ୍ୱ_ନୁହଁନ୍ତି- ଭୂପିନ୍ଦର-ସୁଜାତାଙ୍କୁ ନେଇ ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ-ଯିଏ ମିଶିଲେ ବି ନବୀନ ନିଜେ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି-ତାଙ୍କ ନେତୃତ୍ୱରେ ହିଁ ନିର୍ବାଚନ ଲଢ଼ାଯିବ କହି ସାରିଛନ୍ତି ନବୀନ-କାହାକୁ ନିଜ ପାୱାର ହସ୍ତାନ୍ତର କରିନାହାନ୍ତି ନବୀନ-ପାଣ୍ଡିଆନଙ୍କ ଭଳି ସୁଜାତା ଦାୟିତ୍ୱ ନେବେ ଏହା ସନ୍ଦେହ-ସୁଜାତା ବିଜେଡିରେ ମିଶିଲେ କର୍ମୀ ଓ ଲୋକଙ୍କ ପାଇଁ ଗୁରୁତ୍ୱ ନୁହେଁ-ଲୋକେ କହୁଛନ୍ତି ନବୀନ ବାବୁ ମାନେ ବିଜେଡି- ଭୂପିନ୍ଦର-ନବୀନ ଦାୟିତ୍ୱ ନେଲେ ବିଜେଡି ପ୍ରତି ସମର୍ଥନ ମିଳିବ ନହେଲେ ମିଳିବନି-ଏତେ ମହିଳା ଥାଉ ଥାଉ ସୁଜାତା କାହିଁକି ନେଇ ଭୂପିନ୍ଦରଙ୍କ ପ୍ରତିକ୍ରିୟା-ଏହା ନବୀନଙ୍କ ବିଶ୍ୱାସର କଥା,ଏମାନଙ୍କ ଉପରେ ତାଙ୍କର ବିଶ୍ୱାସ ନଥିବ l

Leave a Reply

Your email address will not be published. Required fields are marked *