କ୍ୱାର୍ଟର୍ସରେ_ଝୁଲିପଡ଼ିଲେ_ମହିଳା_IIC
କ୍ୱାର୍ଟର୍ସରେ_ଝୁଲିପଡ଼ିଲେ_ମହିଳା_IIC-କଟକରେ ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର-ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବ୍ୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର-ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହ ବ୍ୟବଚ୍ଛଦ ପାଇଁ ପଠାଇ ପୋଲିସର ତଦନ୍ତ
