ବ୍ୟକ୍ତିଗତ_କାରଣରୁ_ଇସ୍ତଫା
ବ୍ୟକ୍ତିଗତ_କାରଣରୁ_ଇସ୍ତଫା- ଭୁବନେଶ୍ବର ଡିସିପି-ଇସ୍ତଫା ପରେ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା-ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି କହିଲେ ଭୁବନେଶ୍ବର ଡିସିପି-ଅନ୍ୟ କୌଣସି କାରଣ ନୁହେଁ,ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି-କୌଣସି ଚାପ ନଥିଲା,ଲୋକଙ୍କ ସେବା କରିବାର ସୁଯୋଗ ପାଇଛି-ଓଡ଼ିଶାର ଲୋକେ ବହୁତ ଭଲ, ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ
