ଭୁବନେଶ୍ବର_ଡିସିପିଙ୍କ_ଇସ୍ତଫା
ଭୁବନେଶ୍ବର_ଡିସିପିଙ୍କ_ଇସ୍ତଫା-ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା-୨୦୧୩ ବ୍ୟାଚ୍ର IPS ଜଗମୋହନ ମୀନାଙ୍କ ଇସ୍ତଫା-ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ପି ଭାବେ କାମ କରିଥିଲେ-୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ l
