ନଦୀରେ_ଭାସିଯାଇ_ଜଣେ_ମୃତ_୩_ଉଦ୍ଧାର

ନଦୀରେ_ଭାସିଯାଇ_ଜଣେ_ମୃତ_୩_ଉଦ୍ଧାର-ଘଟଗାଁର ମନୋହରପୁର ପଞ୍ଚାୟତ ଲକ୍ଷ୍ମୀପଶି ନିକଟ ସୀତା ନଦୀରେ ଅଘଟଣ-ନଦୀରେ ଭାସିଯାଇ ଜଣେ ମୃତ, ଆଉ ୩ ଜଣ ପହଁରି ପହଁରି ପଳାଇଆସିଲେ-ମୃତ ଯୁବକ ଜଣଙ୍କ ଲକ୍ଷ୍ମୀପଶି ଗାଁର ନିକେଇ ନାଏକ ବୋଲି ଜଣାପଡ଼ିଛି l

Leave a Reply

Your email address will not be published. Required fields are marked *