NH_୫୫_ନିର୍ମାଣରେ_ଯନ୍ତ୍ରୀ_ଏସଡିଓଙ୍କ_ନାଁରେ_FIR
NH_୫୫_ନିର୍ମାଣରେ_ଯନ୍ତ୍ରୀ_ଏସଡିଓଙ୍କ_ନାଁରେ_FIR-ଜଗତସିଂହପୁରରେ NH-୫୫ ନିର୍ମାଣ କାର୍ଯ୍ୟ ମନ୍ଥର ଓ ନିମ୍ନମାନର; ଥାନାରେ FIR-ଅଧୀକ୍ଷଣ ଯନ୍ତ୍ରୀ,ଏସଡିଓ, ARSS ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏତଲା-ଜଗତସିଂହପୁର ଥାନାରେ ଏତଲା କଲେ ଉପଜିଲ୍ଲାପାଳ-ଜିଲାପାଳ ଓ ଏସ୍ପିଙ୍କ ଜାତୀୟ ରାଜପଥ ସ୍ଥିତି ଅନୁଧ୍ୟାନ ପରେ ଏତଲା
