ୟୁରୋପୀୟ ମାନବାଧିକାର ଅଦାଲତରେ ଶେଷ ଆଇନଗତ ଲଢ଼େଇ
ୟୁରୋପୀୟ ମାନବାଧିକାର ଅଦାଲତରେ ଶେଷ ଆଇନଗତ ଲଢ଼େଇ ହାରିବା ପରେ ନୀରବ ମୋଦୀଙ୍କ ଭାରତ ପ୍ରତ୍ୟାର୍ପଣର ପଥ ପ୍ରାୟ ସଫା ହୋଇଯାଇଛି……ପିଏନବି ମହାଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ନୀରବ ୨୦୧୯ ଠାରୁ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ବନ୍ଦୀ ଅଛି…l
