ଚନ୍ଦ୍ରିକା_ମୃତ୍ୟୁ_ମାମଲାରେ_ହାଇକୋର୍ଟ_ଗଲେ_ଭୀମସେନ
ଚନ୍ଦ୍ରିକା_ମୃତ୍ୟୁ_ମାମଲାରେ_ହାଇକୋର୍ଟ_ଗଲେ_ଭୀମସେନ-ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଜାମିନ ଆବେଦନ କଲେ ଅଭିଯୁକ୍ତ ଭୀମସେନ ଟୁଡୁ-ନିମ୍ନ ଅଦାଲତରେ ଜାମିନ ଖାରଜ ପରେ ହାଇକୋର୍ଟରେ ଆବେଦନ-ବର୍ତ୍ତମାନ ଚୌଦ୍ୱାର ଜେଲରେ ଅଛନ୍ତି ଅଭିଯୁକ୍ତ ଭୀମସେନ ଟୁଡୁ l
