ପୋଲିସ_ଉପରେ_ଚାପ_ସୃଷ୍ଟି_କରାଯାଇନାହିଁ

ପୋଲିସ_ଉପରେ_ଚାପ_ସୃଷ୍ଟି_କରାଯାଇନାହିଁ: ମନମୋହନ-IIC ମୃତ୍ୟୁ ମାମଲାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା-କ’ଣ ପାଇଁ ଏ ଘଟଣା ଘଟିଲା, ତାହା ତଦନ୍ତ ସାପେକ୍ଷ-ଗତ ୨ ବର୍ଷରେ ପୋଲିସ ଉପରେ ରାଜନୈତିକ ଚାପ ସୃଷ୍ଟି କରାଯାଇନାହିଁ-ଭୁବନେଶ୍ବର ଡିସିପିଙ୍କ ଇସ୍ତଫା ପ୍ରସଙ୍ଗରେ ମଧ୍ୟ ମତ ରଖିଲେ ମନମୋହନ -ସବୁ ସମୟରେ କିଛି ଅଫିସର ଇସ୍ତଫା ଦିଅନ୍ତି,ବ୍ୟକ୍ତିଗତ କାରଣ ଥାଇପାରେ l

Leave a Reply

Your email address will not be published. Required fields are marked *