ଶ୍ବାସରୁଦ୍ଧରୁ_ବିଉଟିଙ୍କ_ମୃତ୍ୟୁ
ଶ୍ବାସରୁଦ୍ଧରୁ_ବିଉଟିଙ୍କ_ମୃତ୍ୟୁ -କଟକ ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତି ମୃତ୍ୟୁ ମାମଲାରେ ଆସିଲା ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ-ଶ୍ବାସରୁଦ୍ଧରୁ ବିଉଟିଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ-SCB ମେଡିକାଲର FMT ବିଭାଗ ପକ୍ଷରୁ ଥାନାକୁ ଦିଆଗଲା ରିପୋର୍ଟ l
