ଓଡ଼ିଶାରେ_ଉପରାଷ୍ଟ୍ରପତି_ସିପି_ରାଧାକ୍ରିଷ୍ଣନ
ଓଡ଼ିଶାରେ_ଉପରାଷ୍ଟ୍ରପତି_ସିପି_ରାଧାକ୍ରିଷ୍ଣନ-ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି-ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ-ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି-ଏହା ତାଙ୍କର ୨ୟ ଓଡ଼ିଶା ଗସ୍ତ-ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବେ-ଓୟୁଏଟିରେ ରହିଛି କାର୍ଯ୍ୟକ୍ରମ-ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ-ମତ୍ସ୍ୟଜୀବୀଙ୍କୁ ବାଣ୍ଟିବେ ପ୍ରାଧିକରଣ ପତ୍ର-ଅପରାହ୍ନରେ ଉପରାଷ୍ଟ୍ରପତି ଜଟଣୀସ୍ଥିତ ନାଇଜରର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ l
