ଗଭୀର_ସମୁଦ୍ରରେ_ମାଛ_ଧରିବାକୁ_ବଡ଼_ପଦକ୍ଷେପ
ଗଭୀର_ସମୁଦ୍ରରେ_ମାଛ_ଧରିବାକୁ_ବଡ଼_ପଦକ୍ଷେପ-ଭାରତର ମତ୍ସ୍ୟସମ୍ପଦ କ୍ଷେତ୍ରରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ-ଓୟୁଏଟିରେ LoA ବା ଲେଟର ଅଫ୍ ଅଥରାଇଜେସନର ଶୁଭାରମ୍ଭ-ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି

ରାଧାକ୍ରିଷ୍ଣନ-‘ଓଡ଼ିଶା ଡିପ୍ ସି ଫିସିଂ ମିଶନ’ ଦସ୍ତାବିଜ୍ ଉନ୍ମୋଚିତ-ଏବେ ଗଭୀର ସମୁଦ୍ରରେ ମାଛଧରା ହେବ ଆଇନସମ୍ମତ-LoA ହେଉଛି, ନିର୍ଦ୍ଦିଷ୍ଟ ଜାହାଜକୁ ସରକାରୀ ଅନୁମତି ପତ୍ର-ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ନିର୍ଦ୍ଦିଷ୍ଟ ପ୍ରଜାତିର ମାଛ ଧରିବାକୁ ମିଳିବ ଅନୁମତି l
