ଏବେ_ଭାରତର_ଶକ୍ତି_ଦେଖୁଛି_ବିଶ୍ୱ
ଏବେ_ଭାରତର_ଶକ୍ତି_ଦେଖୁଛି_ବିଶ୍ୱ : PM-ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ-ଆଜି ମେକ୍ ଇନ୍ ଇଣ୍ଡିଆ ଗ୍ଲୋବାଲ୍ ବ୍ରାଣ୍ଡ୍ ହୋଇପାରିଛି-ଭାରତ ଆଜି ନିଜର ସ୍ପେସ୍ ସେଣ୍ଟର ତିଆରି କରିପାରିଛିଏବେ ଭାରତର ଶକ୍ତି ଦେଖୁଛି ସାରା ବିଶ୍ୱ -ଅପେରସନ୍ ସିନ୍ଦୂରରେ ଭାରତର ଶକ୍ତି ଦେଖିଲା ବିଶ୍ୱ -ନାଗିରକ ହିଁ ଆମ ପାଇଁ ଈଶ୍ବର, ସେମାନଙ୍କ ସମ୍ମାନକୁ ପ୍ରାଥମିକତା-କରୋନା କାଳରେ ଅନେକ ଦେଶକୁ ଟିକା ଦେଇ ଦେଇଛି ଭାରତ-ଚିପ୍ଠାରୁ ଆରମ୍ଭ କରି ସିପ୍ ଯାଏଁ ଭାରତ ଦକ୍ଷତା ଉଲ୍ଲେଖନୀୟ-ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତର ହକ୍ଦାର-ଏବେ କୋଟିକୋଟି ଭାରତୀୟଙ୍କ ପାଖରେ ଡିଜିଟାଲ୍ ହେଲ୍ଥ କାର୍ଡ l
